# the service of condemnation ଦଣ୍ଡାଜ୍ଞାର ସେବାକାର୍ଯ୍ୟ I ଏହା ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେହି ସେବାକାର୍ଯ୍ୟ ଯାହା ଲୋକମାନଙ୍କୁ ଦଣ୍ଡାଜ୍ଞା ଶୁଣାଏ, କାରଣ ତାହା ବ୍ୟବସ୍ଥା ଉପରେ ଆଧାରିତ” (ଦେଖ: [[rc://*/ta/man/translate/figs-explicit]]) # how much more does the service of righteousness abound in glory! ଏଠାରେ “କେତେ” ଶବ୍ଦଟି ଏକ ବିସ୍ମୟସୂଚକ ଚିହ୍ନ, ଏକ ପ୍ରଶ୍ନ ଚିହ୍ନ ନୁହେଁ I ବିକଳ୍ପ ଅନୁବାଦ: “ତେବେ ଧାର୍ମିକତାର ସେବା ନିଶ୍ଚୟ ଅତି ଅଧିକ ଗୌରବଯୁକ୍ତ ହେବ!” (ଦେଖ: [[rc://*/ta/man/translate/figs-exclamations]]) # the service of righteousness abound in glory ପାଉଲ “ଧାର୍ମିକତାର ସେବା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଅନ୍ୟ ଏକ ପଦାର୍ଥକୁ ଉତ୍ପନ୍ନ କରିପାରିବ ଅବା ବହୁଗୁଣିତ କରିପାରିବ I ସେ ଏହି ଅର୍ଥରେ କହନ୍ତି ଯେ “ଧାର୍ମିକତାର ସେବା” ବ୍ୟବସ୍ଥାଠାରୁ ଅଧିକ ଗୌରବଯୁକ୍ତ ଅଟେ ଯଦିଓ ତାହାର ମଧ୍ୟ ଗୌରବ ଥିଲା I (ଦେଖ: [[rc://*/ta/man/translate/figs-metaphor]]) # the service of righteousness ଧାର୍ମିକତାର ସେବାକାର୍ଯ୍ୟ I ଏହା ନୂତନ ନିୟମକୁ ବୁଝାଏ, ଯାହାର ପାଉଲ ଜଣେ ସେବକ ଅଟନ୍ତି I ବିକଳ୍ପ ଅନୁବାଦ: “ଏକ ସେବାକାର୍ଯ୍ୟ, ଯାହା ଲୋକମାନଙ୍କୁ ଧାର୍ମିକ ଗଣିତ କରେ, କାରଣ ତାହା ଆତ୍ମାଙ୍କ ଉପରେ ଆଧାରିତ” (ଦେଖ: [[rc://*/ta/man/translate/figs-explicit]])