# How much more glorious will be the service that the Spirit does? “ମୃତ୍ୟୁଜନକ ସେବାକାର୍ଯ୍ୟ”ଠାରୁ “ଆତ୍ମାଙ୍କର ସେବା” ଅଧିକ ଗୌରବଯୁକ୍ତ, କାରଣ ତାହା ଜୀବନଦାୟକ; ଏହାକୁ ଗୁରୁତ୍ବ ଦେବାନିମନ୍ତେ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ଆତ୍ମାଙ୍କ ଦ୍ବାରା ହେଉଥିବା ସେବା ନିଶ୍ଚୟ ଅଧିକ ଗୌରବଯୁକ୍ତ” (ଦେଖ: [[rc://*/ta/man/translate/figs-rquestion]]) # the service that the Spirit does ଆତ୍ମାଙ୍କର ସେବାକାର୍ଯ୍ୟ I ଏହା ନୂତନ ନିୟମକୁ ବୁଝାଏ, ଯାହାର ଜଣେ ସେବକ ପାଉଲ ଅଟନ୍ତି I ବିକଳ୍ପ ଅନୁବାଦ: “ସେହି ସେବାକାର୍ଯ୍ୟ ଜୀବନଦାୟକ, କାରଣ ତାହା ଆତ୍ମାଙ୍କ ଉପରେ ଆଧାରିତ” (ଦେଖ: [[rc://*/ta/man/translate/figs-explicit]])