# brought nothing into the world ଆମ୍ଭେମାନେ ଜନ୍ମ ହେବା ସମୟରେ ଏ ଜଗତକୁ କିଛି ଆଣିନାହୁଁ # Neither are we able to take out anything ଆଉ ଆମ୍ଭେମାନେ ଯେତେବେଳେ ମୃତ୍ୟୁଭୋଗ କରିବା ସେତେବେଳେ ଏହି ଜଗତରୁ କିଛି ନେଇଯାଇ ପାରିବା ନାହିଁ