# Do not receive an accusation ପାଉଲ ଅଭିଯୋଗ ବିଷୟରେ କହନ୍ତି ଯେ ସତେ ଯେପରି ଏହା ପଦାର୍ଥ ଯାହା ଶାରୀରିକ ଭାବେ ଲୋକମାନଙ୍କ ଦ୍ବାରା ଗ୍ରହଣ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ କହୁଥିବା କୌଣସି ଅଭିଯୋଗକୁ ସତ୍ୟବୋଲି ଗ୍ରହଣ କର ନାହିଁ” (ଦେଖ: [[rc://*/ta/man/translate/figs-metaphor]]) # two or three ଅତି କମ୍ ରେ ଦୁଇ କିମ୍ବା “ଦୁଇ ବା ତହିଁରୁ ଅଧିକ”