# Adam was not deceived ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଆଦମଙ୍କୁ ସର୍ପ ପ୍ରବଞ୍ଚନା କରି ନ ଥିଲା” (ଦେଖ: [[rc://*/ta/man/translate/figs-activepassive]]) # but the woman was deceived and became a transgressor ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ନାରୀ ସର୍ପଦ୍ବାରା ପ୍ରବଞ୍ଚିତା ହୋଇ ଈଶ୍ବରଙ୍କର ଅବାଧ୍ୟ ହେଲା” (ଦେଖ: [[rc://*/ta/man/translate/figs-activepassive]])