# This message is reliable ଏହି ବାକ୍ୟ ସତ୍ୟ ଅଟେ # worthy of all acceptance ଆମ୍ଭେମାନେ ଏହାକୁ କୌଣସି ସନ୍ଦେହ ନ କରି ଗ୍ରହଣ କରିବା ଉଚିତ କିମ୍ବା “ପୂର୍ଣ୍ଣ ବିଶ୍ବାସର ସହ ଗ୍ରହଣ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଏହା ଯୋଗ୍ୟ ଅଟେ”