# I solemnly charge you by the Lord to have this letter read ଏହାକୁ ଗୋଟିଏ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ କହିଲା ପରି ମୁଁ ତୁମ୍ଭମାନଙ୍କୁ ବିନତି କରୁଅଛି ଯେ ଏହି ପତ୍ର ଲୋକମାନଙ୍କ ନିକଟରେ ପାଠ କରାଯାଉ” କିମ୍ବା “ପ୍ରଭୁଙ୍କ ଅଧିକାରରେ ଏହି ପତ୍ର ପାଠ କରିବା ନିମନ୍ତେ ମୁଁ ନିର୍ଦ୍ଦେଶ ଦେଉଅଛି” (ଦେଖ: [[rc://*/ta/man/translate/figs-activepassive]])