# Test all things ଏହା ନିଶ୍ଚିତ କର ଯେ ଈଶ୍ବରଙ୍କଠାରୁ ଆସୁଥିବା ସବୁ ବାକ୍ୟ ପ୍ରକୃତରେ ତାହାଙ୍କଠାରୁ ହିଁ ଆସୁଅଛି # Hold on to what is good ପାଉଲ ପବିତ୍ର ଆତ୍ମାଙ୍କଠାରୁ ଆସୁଥିବା ବାକ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ତାହା କିଛି ବସ୍ତୁ, ଯାହା ଜଣେ ହାତରେ ଧରିପାରିବ I (ଦେଖ: [[rc://*/ta/man/translate/figs-metaphor]])