# God did not call us to uncleanness, but to holiness ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଶୁଚିତା ଓ ପବିତ୍ରତା ନିମନ୍ତେ ଆହ୍ବାନ କରିଅଛନ୍ତି” (ଦେଖ: [[rc://*/ta/man/translate/figs-doublenegatives]]) # God did not call us “ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])