# They forbid us to speak ସେମାନେ ଆମ୍ଭମାନଙ୍କୁ କଥା କହିବାରୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି # they always fill up their own sins ପାଉଲ କହୁଛନ୍ତି ଯେ ସତେ ଯେପରି ତରଳ ପଦାର୍ଥ ସଦୃଶ କେହି ଜଣେ ଗୋଟିଏ ପାତ୍ରରେ ସେମାନଙ୍କର ପାପକୁ ପୂର୍ଣ୍ଣ କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]]) # wrath will overtake them in the end ଏହା ପରିଶେଷରେ ଈଶ୍ବର ଲୋକମାନଙ୍କର ପାପ ନିମନ୍ତେ ସେମାନଙ୍କର ବିଚାରକରି ଦଣ୍ଡଦେବାକୁ ବୁଝାଏ I