# brothers ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I # our labor and toil “ପରିଶ୍ରମ ଓ କଠିନ କାର୍ଯ୍ୟ”ର ଅର୍ଥ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ସେମାନେ କିପରି କଠିନ ପରିଶ୍ରମ କରିଥିଲେ, ତାହାକୁ ଗୁରୁତ୍ବ ଦେବାପାଇଁ ପାଉଲ ସେଗୁଡିକ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ କିପରି କଠିନ ପରିଶ୍ରମ କରିଥିଲୁ” (ଦେଖ: [[rc://*/ta/man/translate/figs-doublet]]) # Night and day we were working so that we might not weigh down any of you ଆମ୍ଭମାନଙ୍କର ଜୀବିକା ନିମନ୍ତେ ଆମ୍ଭେମାନେ କଠିନ ପରିଶ୍ରମ କରିଥିଲୁ, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ହେବ ନାହିଁ