# Do not act as a master over the people ... Instead, be an example ପ୍ରାଚୀନମାନେ ଆପଣା ଆଦର୍ଶ ଦ୍ବାରା ଲୋକମାନଙ୍କୁ କଢାଇ ନେବା ଉଚିତ୍ ଓ ଜଣେ କଠୋର କର୍ତ୍ତା ଯେପରି ଆପଣା ଦାସମାନଙ୍କ ସହିତ ବ୍ୟବହାର କରିଥାଏ ସେହିପରି ସେମାନେ ଲୋକମାନଙ୍କ ପ୍ରତି କଠୋର ବ୍ୟବହାର କରିବା ଉଚିତ୍ ନୁହେଁ I (ଦେଖ: [[rc://*/ta/man/translate/figs-metaphor]]) # who are in your care ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ ଏହାକୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ତୁମ୍ଭମାନଙ୍କ ଦାୟିତ୍ବରେ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]])