# the one who is ready to judge ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବର, ଯେ କି ବିଚାର କରିବା ନିମନ୍ତେ ପ୍ରସ୍ତୁତ” କିମ୍ବା ୨) “ଖ୍ରୀଷ୍ଟ, ଯେ କି ବିଚାର କରିବା ନିମନ୍ତେ ପ୍ରସ୍ତୁତ” # the living and the dead ଏହାର ଅର୍ଥ ହେଉଛି ଜୀବିତ ଓ ମୃତ ହୋଇଥିବା ସମସ୍ତେ I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଜଣ” (ଦେଖ: [[rc://*/ta/man/translate/figs-merism]])