# Connecting Statement: ପିତର ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହିବା ଜାରିରଖିଛନ୍ତି I ସେ ବର୍ତ୍ତମାନ ସୁଦ୍ଧା ଦାସ ହୋଇ ରହିଥିବା ଲୋକମାନଙ୍କୁ କହୁଛନ୍ତି I # He himself ଏହା ଗୁରୁତ୍ବ ଦେଇ ଯୀଶୁଙ୍କ ବିଷୟରେ କୁହାଯାଏ I (ଦେଖ: [[rc://*/ta/man/translate/figs-rpronouns]]) # carried our sins in his body to the tree ଏଠାରେ “ପାପ ବହନ କଲେ”ର ଅର୍ଥ ସେ ଆମ୍ଭମାନଙ୍କ ପାପପାଇଁ ଦଣ୍ଡ ସହିଲେ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ଆପଣା ଶରୀରରେ ଆମ୍ଭମାନଙ୍କ ପାଇଁ ଦଣ୍ଡ ସହିଲେ” (ଦେଖ: [[rc://*/ta/man/translate/figs-metonymy]]) # the tree ଏହା ଯୀଶୁ ମୃତ୍ୟୁଭୋଗ କରିଥିବା କାଷ୍ଠରେ ନିର୍ମିତ କ୍ରୁଶକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]]) # By his bruises you have been healed ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ସୁସ୍ଥ କରିଛନ୍ତି, କାରଣ ଲୋକେ ତାହାଙ୍କୁ କ୍ଷତବିକ୍ଷତ କଲେ” (ଦେଖ: [[rc://*/ta/man/translate/figs-activepassive]])