# neither was any deceit found in his mouth ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ତାହାଙ୍କ ମୁଖରେ ଛଳକଥା ପାଇଲେ ନାହିଁ” (ଦେଖ: [[rc://*/ta/man/translate/figs-activepassive]]) # neither was any deceit found in his mouth ଏଠାରେ “ଛଳ” ଜଣେ ଅନ୍ୟ ଲୋକମାନଙ୍କୁ ଛଳନାରେ ପକାଇବା ପାଇଁ କହୁଥିବା କଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ କୌଣସି ମିଥ୍ୟା କହିଲେ ନାହିଁ’ (ଦେଖ: [[rc://*/ta/man/translate/figs-metonymy]])