# Scripture contains this ଶାସ୍ତ୍ର ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପାତ୍ର I ଏହି ଅନୁଚ୍ଛେଦଟି ଜଣେ ଲୋକ ଶାସ୍ତ୍ରରେ ପାଠ କରୁଥିବା ବାକ୍ୟକୁ କୁହାଯାଏ I ବିକଳ୍ପ ଅନୁବାଦ: “ଶାସ୍ତ୍ରରେ ଏହା ଜଣେ ଭାବବାଦୀ ବହୁପୂର୍ବରୁ ଲେଖିଥିଲେ” (ଦେଖ: [[rc://*/ta/man/translate/figs-metaphor]]) # See ଏଠାରେ “ଦେଖ” ଶବ୍ଦଟି ଆଗକୁ ଆସୁଥିବା ଆଶ୍ଚର୍ଯ୍ୟକାରୀ ସୂଚନାକୁ ଧ୍ୟାନ ଦେବା ନିମନ୍ତେ ଆମ୍ଭମାନଙ୍କୁ ଜାଗ୍ରତ କରାଏ I # a cornerstone, chosen and valuable ଈଶ୍ବର ହିଁ ପ୍ରସ୍ତରକୁ ମନୋନୀତ କଲେ I ବିକଳ୍ପ ଅନୁବାଦ: “ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର, ଯାହାକୁ ଆମ୍ଭେ ମନୋନୀତ କରିଅଛୁ” (ଦେଖ: [[rc://*/ta/man/translate/figs-explicit]]) # a cornerstone ଭାବବାଦୀ ମଶୀହଙ୍କୁ ଗୃହର ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ଭାବରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])