# Beloved, if ତୁମ୍ଭେମାନେ ସେହି ଲୋକ ଯାହାକୁ ମୁଁ ପ୍ରେମ କରେ, ଯଦି କିମ୍ବା “ପ୍ରିୟ ବନ୍ଧୁଗଣ, ଯଦି” ଦେଖ [୧ ଯୋହନ ୨:୭] (../୦୨/୦୭.md)ରେ ତୁମେମାନେ ଏହା କିପରି ଅନୁବାଦ କରିଅଛ । # if God so loved us ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ଏହି ପ୍ରକାରରେ ପ୍ରେମ କଲେ # we also should love one another ବିଶ୍ବାସୀମାନେ ଅନ୍ୟ ବିଶ୍ବାସୀମାନଙ୍କୁ ପ୍ରେମ କରିବା ଉଚିତ୍