# They are from the world ଏହି “ଠାରୁ” ଶବ୍ଦ “ସେମାନଙ୍କର ଶକ୍ତି ଏବଂ ଅଧିକାରକୁ ଗ୍ରହଣ କରିବା” ନିମନ୍ତେ ଏକ ରୁପକ ଅଟେ । “ଜଗତରେ ଯେ ଅଛି,” ଶୟତାନ ନିମନ୍ତେ “ଜାଗତିକ” ଶବ୍ଦ ଏକ ରୂପକ ଅଟେ । ଯଦିୟ ଏହା ମଧ୍ୟ ପାପୀ ଲୋକମାନଙ୍କ ନିମନ୍ତେ ଏକ ସୁଚକ ଅଟେ ଯେଉଁମାନେ ଆନନ୍ଦରେ ତାହାଙ୍କ କଥା ଶୁଣନ୍ତି ଏବଂ ମଧ୍ୟ ସେମାନଙ୍କ ଅଧିକାରର ବଶବର୍ତ୍ତୀ ହୁଅନ୍ତି । (ଦେଖ: [[rc://*/ta/man/translate/figs-metonymy]]) # therefore what they say is from the world ଏଠାରେ ଜଗତ “ଯେଉଁମାନେ ଜଗତରେ ଅଛନ୍ତି,” ଶୟତାନ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ, ଯଦିୟ ଏହା ମଧ୍ୟ ପାପୀ ଲୋକମାନଙ୍କ ନିମନ୍ତେ ଲକ୍ଷଣ ରୁପକ ଅଟେ ଯେଉଁମାନେ ଆନନ୍ଦରେ ତାହାଙ୍କ କଥା ଶୁଣନ୍ତି ଏବଂ ସେମାନଙ୍କ ଅଧିକାରର ବଶବର୍ତ୍ତୀ ହୁଅନ୍ତି । ଅନ୍ୟ ଏକ ଅନୁବାଦରେ: “ସେଥିନିମନ୍ତେ ସେମାନେ ଶିକ୍ଷା ଦିଅନ୍ତି ଯାହା ସେମାନେ ପାପୀ ଲୋକମାନଙ୍କଠାରୁ ଶିକ୍ଷାପ୍ରାପ୍ତ କରିଛନ୍ତି” (ଦେଖ: [[rc://*/ta/man/translate/figs-metonymy]]) # and the world listens to them “ଜଗତ” ଶବ୍ଦ ଲୋକମାନଙ୍କ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ ଯେଉଁମାନେ ଈଶ୍ବରଙ୍କ ଅଜ୍ଞା ପାଳନ କରନ୍ତି ନାହିଁ । ଅନ୍ୟ ଏକ ଅନୁବାଦରେ: “ତେଣୁ ଯେଉଁ ଲୋକମାନେ ଈଶ୍ବରଙ୍କ ଅଜ୍ଞା ପାଳନ କରନ୍ତି ନାହିଁ ସେମାନେ ସେମାନଙ୍କ କଥା ଶୁଣନ୍ତି” (ଦେଖ: [[rc://*/ta/man/translate/figs-metonymy]])