# has come in the flesh ଏଠାରେ, “ମାଂସ” ଶଦ୍ଦ ମାନବ ଶରୀରକୁ ଚିତ୍ରଣ କରେ । ଅନ୍ୟ ଏକ ଅନୁବାଦରେ: “ଏକ ମାନବ ରୂପରେ ଆସିଅଛନ୍ତି” କିମ୍ବା “ଏକ ଭୌତିକ ଶରୀରରେ ଆସିଛନ୍ତି” (ଦେଖ: [[rc://*/ta/man/translate/figs-synecdoche]])