# remains in him, and God remains in him ଜଣେ ବ୍ୟକ୍ତିଙ୍କ ସହିତ ରହିବାର ଅର୍ଥ ଯେ ତାହାଙ୍କ ସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ ୨:୬] (../୦୨/୦୬.md)ରେ ତୁମେ “ଈଶ୍ବରଠାରେ ରହିବା” ବିଷୟକୁ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସହଭାଗିତାରେ ଲାଗି ରୁହ, ଏବଂ ଈଶ୍ବର ତାହାଙ୍କ ସହଭାଗିତାରେ ଲାଗି ରୁହନ୍ତି” କିମ୍ବା “ତାହାଙ୍କ ସହିତ ମିଳିତ ହୋଇ ରୁହ, ଏବଂ ଈଶ୍ବର ତାହାଙ୍କ ସହିତ ମିଳିତ ହୋଇ ରୁହନ୍ତି” (ଦେଖ: [[rc://*/ta/man/translate/figs-metaphor]])