# the lust of the flesh ଶାରୀରିକ ଅଭିଲାଷର ପାପପୁର୍ଣ୍ଣ କାର୍ଯ୍ୟ କରିବାକୁ ଦୃଢ ଇଚ୍ଛା କରେ # the lust of the eyes ଯାହା ଆମ୍ଭେମାନେ ଦେଖୁଅଛୁ ତାହା ପାଇବା ନିମନ୍ତେ ଦୃଢ ସଂକଳ୍ପ କରୁ # is not from the Father ପିତାଙ୍କ ଠାରୁ ଆସେ ନାହିଁ କିମ୍ବା “ଏହି ପ୍ରକାରରେ ଜୀବନ ଅତିବାହିତ କରିବା ନିମନ୍ତେ ପିତା ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ”