# I am writing to you, fathers ଏଠାରେ “ପିତା” ଶବ୍ଦ ସମ୍ଭବତଃ ଏକ ରୂପକ ଅଟେ ଯାହା ପରିପକ୍ବ ବିଶ୍ବାସୀମାନଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ପରିପକ୍ବ ବିଶ୍ବାସୀମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି” (ଦେଖ: [[rc://*/ta/man/translate/figs-metaphor]]) # you know ତୁମ୍ଭେମାନେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଅଛ # the one who is from the beginning ଯେ ସର୍ବଦା ଜୀବିତ ଅଟନ୍ତି କିମ୍ବା “ଯେ ସର୍ବଦା ବିଦ୍ୟମାନ ଅଛନ୍ତି । ”ଏହା ହୁଏତ “ଯୀଶୁ” କିମ୍ବା “ପିତା ଈଶ୍ବରଙ୍କୁ” ସୂଚିତ କରେ । # young men ଏହା ସମ୍ଭବତଃ ନୂଆ ବିଶ୍ବାସୀ ନଥିବା ଲୋକମାନଙ୍କୁ ସୂଚିତ କରେ ମାତ୍ର ଆତ୍ମିକ ପରିପକ୍ବତାରେ ବୃଦ୍ଧି ପାଉଥିବା ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଯୁବା ବିଶ୍ବାସୀମାନେ” (See: [[rc://*/ta/man/translate/figs-metaphor]]) # overcome ଲେଖକ ଶୟତାନକୁ ଅନୁକରଣ କରିବା ନିମନ୍ତେ ବିଶ୍ବାସୀମାନଙ୍କ ପ୍ରତ୍ୟାଖାନ ବିଷୟରେ ଏବଂ ସେମାନେ ତାହାର ଯୋଜନାକୁ ଖଣ୍ଡନ କରିବା ବିଷୟରେ ଏପରି କହୁଛନ୍ତି ଯେପରି ତାହାକୁ ପରାଜୟ କରିବା ବିଷୟ ଥିଲା । (ଦେଖ: [[rc://*/ta/man/translate/figs-metaphor]])