# keeps his word ଏଠାରେ ଜଣକ ବାକ୍ୟକୁ ପାଳନ କରିବା ଏକ ରୁଢୀ ଅଟେ । ଅନ୍ୟ ଏକ ଅନୁବାଦରେ: “ତାହା କରେ ଯାହା ଈଶ୍ବର ତାହାକୁ ପାଳନ କରିବା ନିମନ୍ତେ କହନ୍ତି” (ଦେଖ:[[rc://*/ta/man/translate/figs-idiom]]) # in him truly the love of God has been perfected ଏହାକୁ ସକ୍ରିୟ ରୂପରେ ଉଦ୍ଧୃତ କରାଯାଇ ପାରେ । ସମ୍ଭବତଃ ଅର୍ଥ ଅଟନ୍ତି: ୧) “ଈଶ୍ବରଙ୍କ ପ୍ରେମ” ଈଶ୍ବରଙ୍କୁ ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଦର୍ଶାଏ, ଏବଂ “ସମ୍ପୁର୍ଣ୍ଣ” ଶଦ୍ଦ ପୂର୍ଣ୍ଣତା ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଏହା ସେହି ବ୍ୟକ୍ତି ଅଟନ୍ତି ଯେ ସମ୍ପୂର୍ଣ୍ଣ ଈଶ୍ବରଙ୍କୁ ପ୍ରେମ କରନ୍ତି” କିମ୍ବା ୨) “ଈଶ୍ବରଙ୍କ ପ୍ରେମ” ଈଶ୍ବର ପ୍ରେମ କରୁଥିବା ଲୋକମାନଙ୍କୁ ଦର୍ଶାଏ, ଏବଂ “ସଂପୁର୍ଣ୍ଣ” ଶଦ୍ଦ ଉଦେଶ୍ବକୁ ପୂର୍ଣ୍ଣ କରିବା ଅର୍ଥକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ପ୍ରେମ ସେହି ବ୍ୟକ୍ତିଙ୍କ ଜୀବନରେ ସଫଳିକୃତ ହୋଇଛି” (ଦେଖ: [[rc://*/ta/man/translate/figs-possession]] ଏବଂ [[rc://*/ta/man/translate/figs-activepassive]]) # By this we know that we are in him “ଆମ୍ଭେମାନେ ତାହାଙ୍କ ଠାରେ ଅଛୁ” ବାକ୍ୟାଂଶର ଅର୍ଥ ଯେ ବିଶ୍ବାସୀମାନେ ଈଶ୍ବରଙ୍କ ସହଭାଗିତାରେ ଅଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ଅଜ୍ଞା ପାଳନ କରୁ ଯାହା ଈଶ୍ବର କହନ୍ତି, ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଆମ୍ଭେମାନେ ତାହାଙ୍କ ସହଭାଗିତାରେ ରହିଅଛୁ” ଏବଂ “ଏହା ଦ୍ବାରା ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଈଶ୍ବରଙ୍କଠାରେ ସଂଯୁକ୍ତ ହୋଇଅଛୁ” (ଦେଖ: [[rc://*/ta/man/translate/figs-metaphor]])