# we make him out to be a liar ଏହା ଉପଯୋଗ ଅଟେ ଯେ ଯେଉଁ ବ୍ୟକ୍ତି ନିଜକୁ ପାପି ନହେବା ଦାବି କରେ ସେ ଈଶ୍ବରଙ୍କୁ ଜଣେ ମିଥ୍ୟାବାଦୀ କହୁଅଛି, କାରଣ ସେ କହନ୍ତି ଯେ ସମସ୍ତେ ପାପୀ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ତାହାଙ୍କୁ ମିଥ୍ୟାବାଦୀ କହିବା ସ୍ବରୂପ ଅଟେ, କାରଣ ସେ କହନ୍ତି ଯେ ଆମ୍ଭେମାନେ ସମସ୍ତେ ପାପ କରିଅଛୁ” (ଦେଖ: [[rc://*/ta/man/translate/figs-explicit]]) # his word is not in us ଏଠାରେ “ବାକ୍ୟ” ଶବ୍ଦ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ”, ଈଶ୍ବରଙ୍କ ବାକ୍ୟ ପାଳନ କରିବା ଏବଂ ତାହାକୁ ସମ୍ମାନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ତାହାଙ୍କର ବାକ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ଥିଲା । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କ ବାକ୍ୟ ବୁଝୁନାହୁ ଅବା ପାଳନ କରୁନାହୁ, ଯାହା ସେ କହନ୍ତି” (ଦେଖ:[[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-metonymy]])