# the grace of God I am what I am ବର୍ତ୍ତମାନ ପାଉଲ ଯାହା ହୋଇଛନ୍ତି ତାହା ଇଶ୍ବରଙ୍କ କୃପା ଓ ଦୟା ସକାଶୁ । # his grace in me was not in vain ଇଶ୍ବର ଯେ ପାଉଲଙ୍କ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି, ଏହା ଉପରେ ପାଉଲ ଗୁରୁତ୍ବ ପ୍ରଦାନ କରୁଛନ୍ତି । ବିକଳ୍ପ ଅନୁବାଦ: ""ଯେହେତୁ ସେ ମୋ ପ୍ରତି ଦୟା କଲେ, ସେଥିପାଇଁ ମୁଁ ବହୁତ ଉତ୍ତମ କାର୍ଯ୍ୟ କରିବାରେ ସକ୍ଷମ ହେଲି"" (ଦେଖ:[[rc://*/ta/man/translate/figs-litotes]]) # the grace of God that is with me ପାଉଲ ଯେଉଁ କାର୍ଯ୍ୟ କରିବାରେ ସକ୍ଷମ ଥିଲେ ସେ ସେହି ବିଷୟରେ କହନ୍ତି ଯେହେତୁ ଇଶ୍ବର ତାଙ୍କ ପ୍ରତି ଦୟାଳୁ ଥିଲେ ସେଥିପାଇଁ ସତେ ଯେମିତି ତାଙ୍କର ସେହି ଅନୁଗ୍ରହ କାର୍ଯ୍ୟ କରୁଥିଲା । ବିକଳ୍ପ ଅନୁବାଦ: ସମ୍ଭାବିତ ଅର୍ଥଗୁଡ଼ିକ ୧) ଏହା ଆକ୍ଷରିକ ଭାବେ ସତ୍ୟ ଅଟେ, ଏବଂ ଇଶ୍ବର ବାସ୍ତବରେ କାର୍ଯ୍ୟ କରିଥିଲେ ପୁଣି ଦୟା ପ୍ରକାଶ କରି ପାଉଲଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ ବା ୨) ପାଉଲ ଏକ ରୂପକ ବ୍ୟବହାର କରି କହୁଛନ୍ତି ଯେ ଇଶ୍ବର ସଦୟ ହୋଇ ପାଉଲଙ୍କୁ କାର୍ଯ୍ୟ କରିବାକୁ ଦେଇଛନ୍ତି ଏବଂ ପାଉଲଙ୍କ କାର୍ଯ୍ୟର ଉତ୍ତମ ଫଳ ଆସିବାକୁ ଦେଇଛନ୍ତି ।"" (ଦେଖ:[[rc://*/ta/man/translate/figs-metaphor]])