# first apostles ସାମ୍ଭାବ୍ୟ ଅର୍ଥଗୁଡିକ ୧) “ପ୍ରଥମ ଦାନ ପ୍ରେରିତମାନଙ୍କୁ ଦର୍ଶାଏ” ଓ ୨) “ସବୁଠୁ ଗୁରୁତ୍ବପୂର୍ଣ୍ଣ ଦାନ ପ୍ରେରିତ ପଦ ।” # those who provide helps ଯେଉଁମାନେ ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟ କରନ୍ତି # those who do the work of administration ଯେଉଁମାନେ ମଣ୍ଡଳୀକୁ ଶାସନ କରନ୍ତି # those who have various kinds of tongues ଏକାଧିକ ବିଦେଶୀ ଭାଷା କହିପାରୁଥିବା ଜଣେ ବ୍ୟକ୍ତି ଯିଏକି ସେହି ଭାଷା କେବେ ଅଧ୍ୟୟନ କରି ନ ଥାଏ