# Connecting Statement: ପାଉଲ ସେମାନଙ୍କୁ ଜାଣିବାକୁ ଦିଅନ୍ତି ଯେ ଇଶ୍ବର ବିଶ୍ବାସୀମାନଙ୍କୁ ବିଶେଷ ଦାନଗୁଡ଼ିକ ଦେଇଛନ୍ତି । ଏହି ଦାନଗୁଡିକ ବିଶ୍ବାସୀମାନଙ୍କ ଶରୀର ଅର୍ଥାତ୍ ମଣ୍ଡଳୀର ସହାୟତା କରିବା ନିମନ୍ତେ । # I do not want you to be uninformed ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ବୋଲି ମୁଁ ଚାହୁଁଛି” (ଦେଖ:[[rc://*/ta/man/translate/figs-doublenegatives]])