# Nevertheless, in the Lord ମୁଁ ଏବେ ଯାହାକିଛି କହିଛି ସେସବୁ ସତ୍ୟ ଅଟେ, କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି: ପ୍ରଭୁଙ୍କଠାରେ # in the Lord ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ, ଯେଉଁମାନେ ପ୍ରଭୁଙ୍କର ଅଟନ୍ତି” ବା ୨) “ଇଶ୍ବର ଏହି ଜଗତକୁ ଯେପରି ସୃଷ୍ଟି କରିଛନ୍ତି” # the woman is not independent from the man, nor is the man independent from the woman ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସ୍ତ୍ରୀ ପୁରୁଷ ଉପରେ ନିର୍ଭର କରେ, ଏବଂ ପୁରୁଷ ସ୍ତ୍ରୀ ଉପରେ ନିର୍ଭର କରେ” (ଦେଖ:[[rc://*/ta/man/translate/figs-doublenegatives]])