# If it is disgraceful for a woman ଜଣେ ସ୍ତ୍ରୀ ତାର ମସ୍ତକର ବାଳ କାଟିଦେବା ବା କ୍ଷୁର କରିବା ଏକ ଅପମାନଜନକ ବା ଲଜ୍ଜାଜନକ ଚିହ୍ନ ଅଟେ । # cover her head ମସ୍ତକ ଉପରେ ପରିଧାନ କରୁଥିବା ବସ୍ତ୍ର ଯାହା ବାଳ ଓ କାନ୍ଧକୁ ଆଚ୍ଛାଦନ କରେ ସେହି ବସ୍ତ୍ର ସେ ତାହାର ମସ୍ତକ ଉପରେ ରଖୁ ।