# if I do this willingly ଯଦି ମୁଁ ଇଛାକୃତ ଭାବରେ ପ୍ରଚାର କରୁଛି ବା “ଯଦି ମୁଁ ପ୍ରଚାର କରୁଛି କାରଣ ମୁଁ ତାହା କରିବାକୁ ଚାହୁଁଛି” # But if not willingly “ମୁଁ ଏହା କରୁଛି” ଶବ୍ଦଗୁଡ଼ିକୁ ପୁର୍ବ ବାକ୍ୟାଂଶରୁ ବୁଝିହେବ । ବିକଳ୍ପ ଅନୁବାଦ: “ଯଦି ମୁଁ ଏହାକୁ ଅନିଚ୍ଛାରେ କରୁଛି” ବା “କିନ୍ତୁ ଯଦି ମୁଁ ଏହା କରିବାକୁ ଇଚ୍ଛା କରୁନଥିବା ସତ୍ବେ କରୁଛି” ବା “କିନ୍ତୁ ମୁଁ ଏହା କରୁଛି ଯଦିଓ ମୁଁ ଏହା କରିବାକୁ ଇଛା କରେ ନାହିଁ” ବା “ମୁଁ ଏହା କରୁଛି କାରଣ ଏହା କରିବାକୁ ମୋତେ ବାଧ୍ୟ କରାଯାଇଥିଲା” (ଦେଖ:[[rc://*/ta/man/translate/figs-ellipsis]]) # I still have a responsibility that was entrusted to me ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୋତେ ଏହି କର୍ମ କରିବାକୁ ହେବ ଯେହେତୁ ମୁଁ ଏହାକୁ ସଂପୂର୍ଣ୍ଣ କରିବି ବୋଲି ଇଶ୍ଵର ମୋ ଉପରେ ଭରସା କରିଛନ୍ତି” (ଦେଖ:[[rc://*/ta/man/translate/figs-activepassive]])