# Connecting Statement: ଖ୍ରୀଷ୍ଟଙ୍କଠାରେ ତାଙ୍କର ସ୍ବତନ୍ତ୍ରାତାକୁ ସେ କିପରି ବ୍ୟବହାର କରନ୍ତି ତାହା ପାଉଲ ବୁଝାଇ ଦେଇଛନ୍ତି । # Am I not free? ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ବ୍ୟବହାର କରି ନିଜର ଅଧିକାର ବିଷୟରେ କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଅଟେ” । (ଦେଖ:[[rc://*/ta/man/translate/figs-rquestion]]) # Am I not an apostle? ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ବ୍ୟବହାର କରି ସେ କିଏ ଏବଂ ତାଙ୍କ ନିକଟରେ କେଉଁ ଅଧିକାର ଅଛି ତାହା କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଜଣେ ପ୍ରେରିତ ଅଟେ I” (ଦେଖ:[[rc://*/ta/man/translate/figs-rquestion]]) # Have I not seen Jesus our Lord? ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ବ୍ୟବହାର କରି ସେ କିଏ ତାହା କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦେଖିଅଛି I” (ଦେଖ:[[rc://*/ta/man/translate/figs-rquestion]]) # Are you not my workmanship in the Lord? ପାଉଲ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ବ୍ୟବହାର କରି ତାଙ୍କ ସହିତ ସେମାନଙ୍କର ଥିବା ସମ୍ପର୍କ ବିଷୟରେ କରିନ୍ଥୀୟମାନଙ୍କୁ ସ୍ମରଣ କରାଇଦେଉଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛ କାରଣ ମୁଁ ସେହି ପ୍ରକାରେ କାର୍ଯ୍ୟ କରିଛି ଯେମିତି ଇଶ୍ବର ମୋ ନିକଟରୁ ଚାହୁଁଥିଲେ I”(ଦଖ:[[rc://*/ta/man/translate/figs-rquestion]])