# so-called gods ଯାହାକୁ ଲୋକମାନେ ଦେବତା କହନ୍ତି # many ""gods"" and many ""lords. ପାଉଲ ବିଶ୍ବାସ କରନ୍ତି ନାହିଁ ଯେ ଅନେକ ଇଶ୍ବର ଏବଂ ଅନେକ ପ୍ରଭୁ ଅସ୍ତିତ୍ବରେ ଅଛନ୍ତି, କିନ୍ତୁ ସେ ସ୍ବୀକାର କରନ୍ତି ଯେ ବିଜାତୀୟମାନେ ସେପରି ବିଶ୍ବାସ କରନ୍ତି ।