# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାଙ୍କର ଶ୍ରୋତାମାନଙ୍କୁ ଦର୍ଶାଏ(ଦେଖ:[[rc://*/ta/man/translate/figs-inclusive]]) # freely given to us by God ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହା ଈଶ୍ବର ଆମ୍ଭମାନଙ୍କୁ ବିନା ମୂଲ୍ୟରେ ଦେଇଛନ୍ତି” ବା ""ଯାହା ଈଶ୍ବର ଆମ୍ଭମାନଙ୍କୁ ଦୟା ପୁର୍ବକ ଦେଇଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]])