or_tn/php/02/10.md

8 lines
1.0 KiB
Markdown
Raw Normal View History

2020-11-19 00:15:53 +00:00
# in the name of Jesus every knee should bend
ଏଠାରେ “ଜାନୁ” ସମଗ୍ର ବ୍ୟକ୍ତି ବିଶେଷକୁ ବୁଝାଏ ଓ ଜାନୁ ନତ ହେବା ଉପାସନା କରିବା ନିମନ୍ତେ ଏକ ରୂପକ ଅଟେ I ଏଠାରେ “ନାମରେ” ଜଣେ ବ୍ୟକ୍ତି ନିମନ୍ତେ ଏକ ରୁପକ ଅଟେ, କେଉଁମାନେ ଉପାସନା କରନ୍ତି ସେମାନଙ୍କ ବିଷୟରେ କୁହେ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଲୋକମାନେ ଯୀଶୁଙ୍କର ଉପାସନା କରିବେ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-metonymy]])
# under the earth
ସମ୍ଭାବିତ ଅର୍ଥଗୁଡିକ ୧) ମୃତ୍ୟୁ ପରେ ଲୋକମାନେ ଯେଉଁଠିକି ଯାଆନ୍ତି କିମ୍ବା ) ଭୂତତ୍ମାମାନେ ଯେଉଁଠି ବାସ କରନ୍ତି I