or_tn/jas/03/18.md

8 lines
1.6 KiB
Markdown
Raw Normal View History

2020-11-19 00:15:53 +00:00
# The fruit of righteousness is sown in peace among those who make peace
ଲୋକମାନେ ଶାନ୍ତି କରିବା ବିଷୟରେ କୁହାଯାଏ ଯେପରି ସେମାନେ ବୁଣିବା ବିହନ ଥିଲେ, ଏବଂ ଧାର୍ମିକତା ବିଷୟରେ କୁହାଯାଏ ଯେପରି ତାହା ଏକ ଫଳ ଥିଲା ଯାହା ଶାନ୍ତି କରିବା ଲୋକମାନଙ୍କ ନିମନ୍ତେ ବୃଦ୍ଧି ପାଉଥିଲା । ଅନ୍ୟ ଏକ ଅନୁବାଦରେ: “ଶାନ୍ତ କରିବାର ଫଳ ଧାର୍ମିକତା ଅଟେ” କିମ୍ବା “ଯେଉଁ ବ୍ୟକ୍ତି ଶାନ୍ତିରେ କର୍ମ କରେ ସେ ଲୋକମାନଙ୍କୁ ଶାନ୍ତିରେ ଜୀବନ ଜାପାନ କରିବାକୁ ଓ ଧାର୍ମିକତାର ଫଳ ଫଳିବାକୁ ସାହାଯ୍ୟ କରେ” (ଦେଖ : [[rc://*/ta/man/translate/figs-metaphor]] )
# make peace
ଭାବବାଚକ ସର୍ବନାମ “ଶାନ୍ତି”କୁ “ଶାନ୍ତିପୁର୍ବକ” କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ଶାନ୍ତିରେ ଜୀବନଯାପନ କରିବାର କାରଣ” କିମ୍ବା “ଲୋକମାନଙ୍କୁ ସାହାଯ୍ୟ କରି ପରସ୍ବର ମଧ୍ୟରେ କ୍ରୋଧ ନକରିବା” (ଦେଖ : [[rc://*/ta/man/translate/figs-abstractnouns]] )