12 lines
1.0 KiB
Markdown
12 lines
1.0 KiB
Markdown
|
# General Information:
|
|||
|
|
|||
|
ଯୋହନ ଜଣେ ଦୂତ ଶୟତାନକୁ ପାତାଳକୁଣ୍ଡରେ ନିକ୍ଷେପ କରିବାର ଏକ ଦର୍ଶନକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
|
|||
|
|
|||
|
# Then I saw
|
|||
|
|
|||
|
ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I
|
|||
|
|
|||
|
# bottomless pit
|
|||
|
|
|||
|
ଏହା ଏକ ଅତି ଗଭୀର ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତକାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ୨) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ, ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୯:୧](../09/01.md)ରେ ଅନୁବାଦ କରିଅଛ I
|