8 lines
1.4 KiB
Markdown
8 lines
1.4 KiB
Markdown
|
# These witnesses are the two olive trees and the two lampstands that have stood before the Lord of the earth
|
||
|
|
||
|
ଦୁଇଟି ଜୀତ ବୃକ୍ଷ ଓ ଦୁଇଟି ପ୍ରଦୀପ ଏହି ଲୋକମାନଙ୍କ ନିଦର୍ଶନ ଅଟେ, କିନ୍ତୁ ସେମାନେ ଆକ୍ଷରିକ ଭାବରେ ଲୋକମାନେ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ପୃଥିବୀରେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇଟି ଜୀତବୃକ୍ଷ ଓ ଦୁଇଟି ପ୍ରଦୀପ ଏହି ସାକ୍ଷୀମାନଙ୍କୁ ବୁଝାଏ I” (ଦେଖ: [[rc://*/ta/man/translate/writing-symlanguage]])
|
||
|
|
||
|
# the two olive trees and the two lampstands that
|
||
|
|
||
|
ଯୋହନ ତାହାଙ୍କ ପାଠକମାନେ ସେମାନଙ୍କ ବିଷୟରେ ଜାଣିବା ନିମନ୍ତେ ଅଶା କରୁଛନ୍ତି, କାରଣ ଅନେକ ବର୍ଷ ପୂର୍ବେ ଅନ୍ୟଜଣେ ଭାବବାଦୀ ସେମାନଙ୍କ ବିଷୟରେ ଲେଖିଥିଲେ I ଅନ୍ୟଏକ ଅନୁବାଦରେ: “ଶାସ୍ତ୍ରରେ ସେମାନଙ୍କ ବିଷୟରେ କୁହାଯାଇଥିବା ଦୁଇଟି ଜୀତବୃକ୍ଷ ଓ ଦୁଇଟି ପ୍ରଦୀପ” (ଦେଖ: [[rc://*/ta/man/translate/figs-explicit]])
|