or_tn/php/01/27.md

16 lines
1.4 KiB
Markdown
Raw Normal View History

2020-11-19 00:15:53 +00:00
# that you are standing firm in one spirit, with one mind striving together for the faith of the gospel
“ଏକ ଆତ୍ମାରେ ସ୍ଥିର ରହିବା” ଓ “ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରିବା” ବାକ୍ୟାଂଶଗୁଡିକ ଏକାପରି ଅର୍ଥ ପ୍ରକାଶ କରନ୍ତି ଓ ଏକତାର ଗୁରୁତ୍ବକୁ ଜୋର୍ ଦିଅନ୍ତି I (ଦେଖ: [[rc://*/ta/man/translate/figs-parallelism]])
# with one mind striving together
ଏକ ଚିତ୍ତରେ ଏକତ୍ର ଉଦ୍ୟମ କରିବା I ପରସ୍ପର ସହିତ ଏକମତ ହେବା ବିଷୟକୁ ଏକମନା ହେବା ସଦୃଶ କୁହାଯାଏ I ଅନ୍ୟ ଏକ ଅନୁବାଦରେ: “ପରସ୍ପର ଏକମତ ହୋଇ ଏବଂ ଏକତ୍ର ଉଦ୍ୟମ କରିବା” (ଦେଖ: [[rc://*/ta/man/translate/figs-metaphor]])
# striving together
ଏକତ୍ର କଠିନ ପରିଶ୍ରମ କରିବା
# for the faith of the gospel
ସମ୍ଭାବିତ ଅର୍ଥଗୁଡିକ ୧) “ସୁସମାଚାର ଉପରେ ଆଧାରିତ ବିଶ୍ବାସକୁ ପ୍ରସାର କରିବା” କିମ୍ବା ) “ସୁସମାଚାର ଶିକ୍ଷା ଦେଉଥିବା ପ୍ରକାରେ ବିଶ୍ବାସକରି ଜୀବନଯାପନ କରିବା”