16 lines
1.6 KiB
Markdown
16 lines
1.6 KiB
Markdown
|
# not the God of the dead, but of the living
|
||
|
|
||
|
ଏଠାରେ “ମୃତ” ଯେଉଁ ଲୋକମାନେ ମୃତ ହୋଇ ସାରିଛନ୍ତି ସେମାନଙ୍କୁ ବୁଝାଏ, ଓ “ଜୀବିତ” ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କୁ ବୁଝାଏ I ମଧ୍ୟ, ବାକ୍ୟଗୁଡିକ “ଈଶ୍ବର” ଦ୍ବିତୀୟ ଭାଗରେ ସ୍ପଷ୍ଟରୁପେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୃତମାନଙ୍କର ଈଶ୍ବର ନୁହନ୍ତି, ମାତ୍ର ଜୀବିତ ଲୋକମାନଙ୍କର ଈଶ୍ବର ଅଟନ୍ତି“ (ଦେଖ: [[rc://*/ta/man/translate/figs-nominaladj]] ଓ [[rc://*/ta/man/translate/figs-ellipsis]])
|
||
|
|
||
|
# the living
|
||
|
|
||
|
ଏହା ଯେଉଁମାନେ ଶାରୀରିକ ଓ ଆତ୍ମିକରେ ଜୀବିତ ସେମାନଙ୍କୁ ସମ୍ପୃକ୍ତ କରେ I
|
||
|
|
||
|
# You are quite mistaken
|
||
|
|
||
|
ସେମାନେ ଯାହା ବିଷୟ ଭୁଲ ଶିକ୍ଷା ସମ୍ବନ୍ଧିୟରେ ବ୍ୟକ୍ତ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ କୁହ ମୃତମାନେ ଜୀବିତ ହେବେ ନାହିଁ, ତୁମ୍ଭେମାନେ ଭୁଲ କହୁଛ” (ଦେଖ: [[rc://*/ta/man/translate/figs-explicit]])
|
||
|
|
||
|
# quite mistaken
|
||
|
|
||
|
ପୁରାପୁରି ମିଛ କିମ୍ବା “ସମ୍ପୁର୍ଣ୍ଣ ମିଥ୍ୟା”
|