or_tn/mat/28/19.md

12 lines
841 B
Markdown
Raw Normal View History

2020-11-19 00:15:53 +00:00
# of all the nations
ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଜାତିର ସମସ୍ତ ଲୋକମାନଙ୍କୁ” (ଦେଖ: [[rc://*/ta/man/translate/figs-metonymy]])
# into the name
ଏଠାରେ “ନାମ” ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଧିକାର ଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])
# Father ... Son
ଏଗୁଡିକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟନ୍ତି ଯାହା ଯୀଶୁ ଓ ଈଶ୍ବରଙ୍କ ସମ୍ପର୍କକୁ ବର୍ଣ୍ଣନା କରେ (ଦେଖ: [[rc://*/ta/man/translate/guidelines-sonofgodprinciples]])