8 lines
1.4 KiB
Markdown
8 lines
1.4 KiB
Markdown
|
# He saved others, but he cannot save himself
|
|||
|
|
|||
|
ସାମ୍ଭାବିତ ଅର୍ଥଗୁଡିକ ୧) ଯିହୁଦୀ ନେତାମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ଅନ୍ୟମାନଙ୍କୁ ପରିତ୍ରାଣ ଦେଇ ପାରିବେ କିମ୍ବା ଯେ ସେ ନିଜକୁ ରକ୍ଷା କରିପାରିବ, କିମ୍ବା ୨) ସେମାନେ ବିଶ୍ବାସ କରୁଥିଲେ ଯେ ସେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବେ କିନ୍ତୁ ସେମାନେ ତାହାଙ୍କୁ ପରିହାସ କରୁଥିଲେ କାରଣ ବର୍ତ୍ତମାନ ସେ ନିଜକୁ ରକ୍ଷା କରି ପାରୁନାହିଁ I (ଦେଖ: [[rc://*/ta/man/translate/figs-irony]])
|
|||
|
|
|||
|
# He is the King of Israel
|
|||
|
|
|||
|
ନେତାମାନେ ଯୀଶୁଙ୍କୁ ପରିହାସ କରୁଥିଲେ I ସେମାନେ ତାହାଙ୍କୁ “ଇସ୍ରାଏଲର ରାଜା” କହିଲେ, କିନ୍ତୁ ପ୍ରକୃତରେ ସେମାନେ ବିଶ୍ବାସ କରୁ ନଥିଲେ ଯେ ସେ ଜଣେ ରାଜା ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ସେ କହୁଥିଲା ଯେ ସେ ପରା ଇସ୍ରାଏଲର ରାଜା” (ଦେଖ: [[rc://*/ta/man/translate/figs-irony]])
|