or_tn/mat/26/06.md

12 lines
862 B
Markdown
Raw Normal View History

2020-11-19 00:15:53 +00:00
# Connecting Statement:
ଏହା ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ଜଣେ ମହିଳା ବହୁମୁଲ୍ୟ ସୁଗନ୍ଧି ତୈଳ ଢାଳିବା ବିଷୟର ବିବରଣୀରୁ ଆରମ୍ଭ ହୁଏ I
# Now
ଏହି ଶବ୍ଦ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଅଛି I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I
# Simon the leper
ଏହା ସୁଚିତ କରେ ଯେ ସେହି ବ୍ୟକ୍ତି ଯାହାଙ୍କୁ ଯୀଶୁ କୃଷ୍ଠରୋଗରୁ ସୁସ୍ଥ କରିଥିଲେ I (ଦେଖ: [[rc://*/ta/man/translate/figs-explicit]])