or_tn/mat/23/39.md

8 lines
853 B
Markdown
Raw Normal View History

2020-11-19 00:15:53 +00:00
# I say to you
ଏହା ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I
# Blessed is he who comes in the name of the Lord
ଏଠାରେ “ନାମରେ” ଅର୍ଥ “ଶକ୍ତିରେ” କିମ୍ବା “ଜଣେ ପ୍ରତିନିଧି ଭାବେ” I ଦେଖ ତୁମେ ଏହାକୁ [ମାଥିଉ ୨୧:୯](../21/09.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି, ସେ ଧନ୍ୟ” କିମ୍ବା “ଯେ ପ୍ରଭୁଙ୍କ ପ୍ରତିନିଧି ହୋଇ ଆସୁଛନ୍ତି ସେ ଧନ୍ୟ ହେବ” (ଦେଖ: [[rc://*/ta/man/translate/figs-metonymy]])