or_tn/mat/21/43.md

16 lines
1.7 KiB
Markdown
Raw Normal View History

2020-11-19 00:15:53 +00:00
# I say to you
ଏହା ଯୀଶୁଙ୍କ ପରବର୍ତ୍ତୀ କଅଣ କହନ୍ତି ତାହାକୁ ଗୁରୁତ୍ବାରୋପ କରେ I
# to you
ଏଠାରେ “ତୁମ୍ଭେ” ବହୁବଚନ ଅଟେ I ଯୀଶୁ ଧାର୍ମିକ ନେତାମାନଙ୍କୁ କହୁଛନ୍ତି ଯେଉଁମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲେ I (ଦେଖ: [[rc://*/ta/man/translate/figs-you]])
# the kingdom of God will be taken away from you and will be given to a nation
ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କଠାରୁ ତାହାଙ୍କ ରାଜ୍ୟ କାଢି ନେବେ ଓ ଏକ ଜାତିକୁ ଦିଆଯିବ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ଓ ଅନ୍ୟ ଦେଶ ମଧ୍ୟରେ ସେ ରାଜା ହେବେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])
# that produces its fruits
ଏଠାରେ ଫଳ ଫଳିବା “ପରିଣାମ” କିମ୍ବା “ଫଳାଫଳ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଫଳ ଫଳିବେ” (ଦେଖ: [[rc://*/ta/man/translate/figs-metaphor]])