or_tn/mat/17/26.md

20 lines
2.1 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଏହା ବିବରଣୀର ଶେଷ ଭାଗ ଅଟେ ଯାହା [ମାଥିଉ ୧୩:୫୪] (../13/54.md)ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ମାଥିଉ ଯୀଶୁଙ୍କ ସେବାକାର୍ଯ୍ୟ ଓ ସ୍ବର୍ଗରାଜ୍ୟ ସମ୍ବନ୍ଧୀୟ ଶିକ୍ଷା ବିରୋଧରେ କହିବା ଜାରି ରଖିଛନ୍ତି I
# Connecting Statement:
ଯୀଶୁ ପିତରଙ୍କୁ ମନ୍ଦିର କର ଦେବା ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି I
# When he said, ""From others,"" Jesus said
ଯଦି ତୁମେ ଯୀଶୁଙ୍କ ପ୍ରଶ୍ନକୁ [ମାଥିଉ ୧୭:୨୫](../17/25.md)ରେ ଏକ ଉକ୍ତି ଭାବେ ଅନୁବାଦ କରିଅଚ୍ଛ, ତୁମକୁ ହୁଏତ ପ୍ରତିବଦଳ ଉତ୍ତର ଦେବାକୁ ପଡିପାରେ I ତୁମେ ଆହୁରି ଏହାକୁ ପରୋକ୍ଷ ଉକ୍ତିରେ ଉଦ୍ଧୃତ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପୁଣି ପିତର କହିଲେ, ‘ହଁ, ତାହା ସତ୍ୟ ଅଟେ I ରାଜାମାନେ ବିଦେଶୀମାନଙ୍କଠାରୁ କର ଆଦାୟ କରନ୍ତି, ଯୀଶୁ କହିଲେ” କିମ୍ବା “ପିତର ଯୀଶୁଙ୍କ ସହିତ ସହମତି ହେବା ପରେ, ଯୀଶୁ କହିଲେ” (ଦେଖ: [[rc://*/ta/man/translate/figs-quotations]])
# From others
ଆଧୁନିକ ସମୟରେ, ଅଧିପତିମାନେ ନିଜ ନାଗରିକମାନଙ୍କଠାରୁ କର ଆଦାୟ କରନ୍ତି I କିନ୍ତୁ, ପ୍ରାଚୀନ ଯୁଗରେ, ଅଧିପତିମାନେ ନିଜ ନାଗରିକମାନଙ୍କଠାରୁ ସେମାନଙ୍କ ଅଧିନରେ ଲୋକମାନଙ୍କୁ କର ଲଗାନ୍ତି I
# sons
ଯେଉଁ ଲୋକମାନେ ଶାସକ କିମ୍ବା ଆଧିପତିର ଅଧିନସ୍ଥ ଅଟନ୍ତି