8 lines
972 B
Markdown
8 lines
972 B
Markdown
|
# the house
|
||
|
|
||
|
ଯେଉଁ ସ୍ଥାନରେ ଯୀଶୁ ବାସ କରୁଥିଲେ
|
||
|
|
||
|
# What do you think, Simon? From whom do the kings of the earth collect tolls or taxes? From their sons or from others?
|
||
|
|
||
|
ଯୀଶୁ ଶିମୋନକୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ କରନ୍ତି, ଆପଣା ନିମନ୍ତେ ତଥ୍ୟ ହାସଲ କରିବା ପାଇଁ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଶୁଣ, ଶିମୋନ I ଆମ୍ଭେମାନେ ଜାଣୁ ଯେ କେତେବେଳେ ରାଜାମାନେ ଟିକସ ଆଦାୟ କରନ୍ତି, ସେମାନେ ଏପରି ଲୋକମାନଙ୍କ ନିକଟରୁ ଆଦାୟ କରନ୍ତି ଯେଉଁମାନେ ସେମାନଙ୍କ ନିଜର ପରିବାରଭୁକ୍ତ ନୁହନ୍ତି” (ଦେଖ: [[rc://*/ta/man/translate/figs-rquestion]])
|