or_tn/mat/15/06.md

20 lines
2.1 KiB
Markdown
Raw Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଫାରୁଶୀମାନଙ୍କୁ ଚେତନା ଦେବା ଜାରି ରଖିଛନ୍ତି I
# that person does not need to honor his father
ଆରମ୍ଭ ଶବ୍ଦ “କିନ୍ତୁ ତୁମ୍ଭେମାନେ କହୁଅଛ” (୫ ପଦ) ଉଦ୍ଧୃତ ମଧ୍ୟରେ ଉଦ୍ଧୃତ ସହିତ ଅଟେ I ଯଦି ଆବଶ୍ୟକ ହୁଏ ତୁମେ ପରୋକ୍ଷଭାବେ ବାକ୍ୟ ଉଦ୍ଧୃତ କରି ଅନୁବାଦ କରିପାରିବ I “କିନ୍ତୁ ଶିକ୍ଷା ଦେଉଅଛ ଯେ ଯେକେହି ପିତା କି ମାତାଙ୍କୁ କହେ, ମୋ’ଠାରୁ ଯାହା ଦ୍ବାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା ମାନତ ହୋଇଅଛି” (ଦେଖ: [[rc://*/ta/man/translate/figs-quotesinquotes]] ଓ [[rc://*/ta/man/translate/figs-quotations]])
# does not need to honor his father
ଏଠାରେ “ଯାହାର ପିତା” ଅର୍ଥ “ନିଜର ପିତାମାତା”କୁ ବୁଝାଏ I ଏହାର ଅର୍ଥ ଧାର୍ମିକ ନେତାମାନେ ଶିକ୍ଷା ଦେଲେ ଯେ ଜଣେ ବ୍ୟକ୍ତି ପିତାମାତାଙ୍କର ଯତ୍ନ ନେଇ ସମାଦର କରିବା ଆବଶ୍ବକ ନୁହେ I (ଦେଖ: [[rc://*/ta/man/translate/figs-explicit]])
# you have made void the word of God
ଏଠାରେ “ଈଶ୍ବରଙ୍କ ବାକ୍ୟ” ବିଶେଷ କରି ତାହାଙ୍କ ଆଜ୍ଞାକୁ ବୁଝାଏ I AT: “ଈଶ୍ବରଙ୍କ ବାକ୍ୟକୁ ତୁମ୍ଭେମାନେ ବ୍ୟର୍ଥ କରିଅଛ” କିମ୍ବା “ଈଶ୍ବରଙ୍କ ଆଦେଶକୁ ଅବଜ୍ଞା କରିଅଛ”
# for the sake of your traditions
ଯେହେତୁ ତୁମ୍ଭେମାନେ ତୁମ୍ଭାମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରିବାକୁ ଚାହଁ I