or_tn/mat/13/13.md

32 lines
3.3 KiB
Markdown
Raw Normal View History

2020-11-19 00:15:53 +00:00
# General Information:
୧୪ ପଦରେ, ଯୀଶୁଙ୍କ ଶିକ୍ଷାରେ ଭାବବାଣୀର ସଫଳତା ବୁଝିବା ନିମନ୍ତେ ଲୋକମାନଙ୍କ ଅସଫଳତା ଦେଖାଇବା ନିମନ୍ତେ ଯୀଶୁ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I
# Connecting Statement:
ସେ କାହିଁକି ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେଲେ ତାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ବୁଝାଇବା ଜାରି ରଖିଛନ୍ତି I
# to them ... they
“ସେମାନଙ୍କର” ଓ “ସେମାନେ” ସମସ୍ତ ବାକ୍ୟ ଲୋକସମୁହକୁ ବୁଝାଏ I
# Though they are seeing, they do not see; and though they are hearing, they do not hear, or understand.
ଯୀଶୁ ଶିଷ୍ୟମାନଙ୍କୁ କହିବା ନିମନ୍ତେ ଓ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ସମାନ୍ତରାଳ ବାକ୍ୟ ବ୍ୟବହାର କରନ୍ତି ଯେ ଲୋକସମୁହ ଈଶ୍ବରଙ୍କ ସତ୍ୟତାକୁ ବୁଝିବା ନିମନ୍ତେ ଅଗ୍ରାହ୍ୟ କଲେ I (ଦେଖ: [[rc://*/ta/man/translate/figs-parallelism]])
# Though they are seeing
ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁ କଅଣ କରୁଛନ୍ତି ସେମାନେ ଦେଖିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ମୁଁ କଅଣ କରୁଛି ସେମାନେ ଦେଖନ୍ତି” କିମ୍ବା ) ଏହା ସେମାନଙ୍କର ଦେଖିବା କ୍ଷମତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ସେମାନେ ଦେଖିବାକୁ ସକ୍ଷମ ଅଟନ୍ତି”
# they do not see
ଏଠାରେ “ଦେଖ” ବୁଝିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିଲେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# though they are hearing
ସାମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଯାହା ଶିକ୍ଷା ଦେଲେ ଏହା ସେମାନଙ୍କୁ ଶୁଣିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦ୍ୟପି ମୋହର କଥା ସେମାନେ ଶୁଣନ୍ତି” କିମ୍ବା ) ଏହା ସେମାନଙ୍କର ଶୁଣିବା ଦକ୍ଷତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦିଓ ସେମାନେ ଶୁଣିବା ନିମନ୍ତେ ସକ୍ଷମ ଅଟନ୍ତି”
# they do not hear
ଏଠାରେ “ଶୁଣିବା” ଉତ୍ତମଭାବେ ଶୁଣିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଭାଲରୁପେ ଶୁଣନ୍ତି ନାହିଁ” କିମ୍ବା “ସେମାନେ ଧ୍ୟାନ ଦିଅନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metaphor]])