or_tn/mat/10/24.md

16 lines
1.6 KiB
Markdown
Raw Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ସେମାନେ ଭୋଗ କରିବାକୁ ଯାଉଥିବା ତାଡନା ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିଛନ୍ତି ଯେଉଁ ସମୟରେ ସେମାନେ ପ୍ରଚାର କରିବାକୁ ଯିବେ I
# A disciple is not greater than his teacher, nor a servant above his master
ଯୀଶୁ ଏକ ସାଧାରଣ ସତ୍ୟତାକୁ ଶିଷ୍ୟମାନଙ୍କୁ ଶିକ୍ଷାଦେବା ନିମନ୍ତେ ହିତୋପଦେଶ ବ୍ୟବହାର କରୁଛନ୍ତି I ଯୀଶୁ ଗୃରତ୍ବ ଦେଉଛନ୍ତି ଯେ ଲୋକମାନେ ଯେପରି ତାହାଙ୍କୁ ବ୍ୟବହାର କରିଛନ୍ତି ତାଠାରୁ ଅଧିକ ବ୍ୟବହାର ସେମାନେ ଆଶା କରିବା ଉଚିତ ନୁହେଁ I (ଦେଖ:[[rc://*/ta/man/translate/writing-proverbs]])
# A disciple is not greater than his teacher
ଜଣେ ଶିଷ୍ୟ ସର୍ବଦା ଗୁରୁଠାରୁ ଶ୍ରେଷ୍ଠ ନୁହେଁ କିମ୍ବା “ଜଣେ ଗୁରୁ ସର୍ବଦା ତାହାଙ୍କ ଶିଷ୍ୟଠାରୁ ଶ୍ରେଷ୍ଠ ଅଟନ୍ତି”
# nor a servant above his master
ଓ ଜଣେ ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ କିମ୍ବା “ଓ କର୍ତ୍ତା ସର୍ବଦା ତାହାର ଦାସଠାରୁ ଶ୍ରେଷ୍ଠ ଅଟେ”