or_tn/mat/05/41.md

16 lines
1.4 KiB
Markdown
Raw Normal View History

2020-11-19 00:15:53 +00:00
# Whoever
ଯେକୌଣସି ବ୍ୟକ୍ତି, ପୃଷ୍ଠଭୁମି ଦର୍ଶାଏ ଯେ ସେ ଜଣେ ରୋମିୟ ସୈନିକ ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-explicit]])
# one mile
ଏହା ଏକ ହଜାର ପାହୁଣ୍ଡ, ଯେଉଁ ଦୁରତା ମଧ୍ୟରେ ଜଣେ ରୋମିୟ ସୈନିକ ଆଇନଗତ ଭାବେ ଆପଣା ନିମନ୍ତେ ବଳ ପ୍ରୟୋଗ କରି ପାରୁଥିଲା I ଯଦି “ମାଇଲ” ବୁଝା ପଡେନାହିଁ, ତେବେ ଏହାକୁ “ ଏକ କିଲୋମିଟର” କିମ୍ବା “ଦୁରତା” ଅନୁବାଦ କରାଯାଇପାରିବ I
# with him
ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେ ତୁମକୁ ଯିବା ନିମନ୍ତେ ବାଧ୍ୟ କରେ I
# go with him two
ସେ ତୁମକୁ କୋଶେ ଯିବା ନିମନ୍ତେ ବାଧ୍ୟ କଲେ, ଓ ପରେ ଆଉ ଏକ କୋଶ ଅଧିକ ଯାଅ I ଯଦି “କୋଶ” ବୁଝି ହୁଏନାହିଁ, ତୁମେ ଏହାକୁ “ଦୁଇ କିଲୋମିଟର” କିମ୍ବା “ଦ୍ବିଗୁଣ ପର୍ଯ୍ୟନ୍ତ” ସଦୃଶ ଅନୁବାଦ କରିପାର I